Theft: ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ
"ସୋର: ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକାନା ବୁଲାଇଛନ୍ତି ଦୁର୍ବୃତ୍ତ।
ସୂଚନା ଅନୁସାରେ ସୋର ଥାନା ମାଣିପୁର ପଂଚାୟତ ଗୁଲୁଣିଆ ଗ୍ରାମର କେଳୁଚରଣ ବେହେରାଙ୍କ ସ୍ତ୍ରୀ ଓ ପୁଅ ବାଗୁଡି ବଜାରରେ ଏକ ପରିବା ଦୋକାନ କରିଛନ୍ତି।
ପ୍ରତିଦିନ ଭଳି ଗତକାଲି ତାଙ୍କ ଦୋକାନକୁ ଯାଇଥିବା ବେଳେ ରାତିରେ ଘରକୁ ଫେରିଥିଲେ।Advertisment ସୋର ପୁଲିସକୁ ଖବର ଦେଇଥିଲେ ପରେ ଘରର ପଛ ପଟରୁ କବାଟ ଭଙ୍ଗାଯାଇ ଘରେ ଥିବା ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
ପରେ ସୋର ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Competition: ଜିଲ୍ଲାରେ ୨୯୯୬ ପ୍ରତିଯୋଗୀ: ନବରଙ୍ଗପୁରରେ ସର୍ବାଧିକ ୭୪୪ ପ୍ରତିଯୋଗୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।