Thieves Hide Under Bed After Homeowner Wakes Up; Two Held in Boudh

Oct 22, 2026 - 18:18
Thieves Hide Under Bed After Homeowner Wakes Up; Two Held in Boudh

#ପଲଙ୍କ_ତଳେ_ଚୋର #ମାଡ଼ି_ବସିଲେ_ଘର_ମାଲିକ
ଘରେ ପଶିଲେ, ମୋବାଇଲ ଓ ଟଙ୍କା ଚୋରି କଲେ। ହେଲେ ଚୋରି କରିବା ବେଳେ ହଠାତ୍ ଉଠିପଡ଼ିଲେ ଘର ମାଲିକ। ଆଉ ମାଲିକଙ୍କୁ ଦେଖି ଖସି ପଳାଇବା ବଦଳରେ ପଲଙ୍କ ତଳେ ଲୁଚିଗଲେ ଦୁଇ ଲୁଟେରା। ଘର ମାଲିକଙ୍କ ଉପସ୍ଥିତ ବୁଦ୍ଧି ଆଗରେ ଫେଲ୍ ମାରିଲା ଚୋରଙ୍କ ଚାଲ୍। ଘରର କବାଟ ବନ୍ଦ କରି ଗାଁ ଲୋକଙ୍କୁ ଡାକିଲେ ମାଲିକ। ତା’ପରେ ଦୁଇ ଚୋରଙ୍କୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୁମ୍ ଛେଚିଲେ ଗ୍ରାମବାସୀ। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ସାନ ଡୁମ୍ୱୁରିପାଲି ଗାଁରେ। ଖବର ପାଇ ଗ୍ରାମବାସୀ ଘର ଆଗରେ ରୁଣ୍ଡ ହୋଇଥିଲେ। ପରେ ଦୁଇ ଜଣଙ୍କୁ କାବୁ କରି ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ରଖିଥିଲେ। ସକାଳେ ମନମୁଣ୍ଡା ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତଙ୍କ ସହ ଗୋଟିଏ ଗାଡ଼ି ଓ ଗୋଟିଏ ମାରଣାସ୍ତ୍ର ଜବତ କରି ଥାନାକୁ ନେଇଛି।
#OTV#OdishaNews#Boudh#Manamunda#TheftCase#ThievesCaught#CrimeNews#SanDumuripali#OdishaCrime#PoliceInvestigation#BreakingNews#OdishaTV

In a dramatic incident in San Dumuripali village under Manamunda police station limits in Odisha’s Boudh district, two alleged thieves were caught after hiding under a bed when the homeowner woke up during a theft. The duo had reportedly entered the house and stolen a mobile phone and cash. Instead of fleeing, they hid under the bed. The alert homeowner shut the doors and called villagers for help. The villagers caught the two men, tied them to an electric pole and allegedly assaulted them. The next morning, they informed Manamunda police, who arrived at the spot and took the two accused into custody. Police also seized a vehicle and a weapon-like object in connection with the case. Further investigation is underway.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।