Three of One Family Die: କନ୍ଧମାଳରେ ଭୂସ୍ଖଳନ ବିଭୀଷିକା, ମାଟି ତଳେ ଚାପି ହୋଇ ୩ ମୃତ

Oct 30, 2026 - 17:29
Three of One Family Die: କନ୍ଧମାଳରେ ଭୂସ୍ଖଳନ ବିଭୀଷିକା, ମାଟି ତଳେ ଚାପି ହୋଇ ୩ ମୃତ

ଭୂସ୍ଖଳନ ଘଟି ୩ ମୃତ।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଡ଼ାଙ୍ଗେସି ଗ୍ରାମରେ ଭୂସ୍ଖଳନ ଘଟିଛି ।

ଏହି ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରେ ରହିଛନ୍ତି ବାପା, ମାଆ ଓ ତାଙ୍କର ୯ ମାସର ପୁଅ।

ଭୂସ୍ଖଳନରେ ଫସି ଯାଇଥିବା ଅନ୍ୟ ଦୁଇ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି।

Advertisment ସେପଟେ କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ରାଇକିଆ ଅଂଚଳରେ ଘଟିଥିବା ଭୂସ୍ଖଳନ ଅଞ୍ଚଳ ବୁଲି ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି !

ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

...

ରାଇକିଆ ବ୍ଲକ ଡ଼ାଙ୍ଗେସି ଗ୍ରାମରେ ଭୂସ୍ଖଳନ ଭୂସ୍ଖଳନ ଘଟି ଗୋଟିଏ ପରିବାର ୩ ମୃତ ବାପା , ମାଆ ଓ ୯ ମାସର ପୁଅ ମୃତ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।