Tiger Shroff Firing Case: Dead-Drop Box Link in Arms Supply Syndicate
#ଟାଇଗର_ଶ୍ରଫଙ୍କୁ_ଗୁଳିମାଡ଼ #ବନ୍ଧୁକ_ଯୋଗାଣର_ଡେଡ୍_ଲେଟର୍_ବକ୍ସ_ଲିଙ୍କ୍
ଟାଇଗର୍ ଶ୍ରଫଙ୍କୁ ନେଇ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା । ବନ୍ଧୁକ ଯୋଗାଣ କରୁଥିବା ସିଣ୍ଡିକେଟକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସୁଟରଙ୍କୁ ବନ୍ଧୁକ ହାତାହାତି ଯୋଗାଇ ଦିଆଯାଇ ନଥିଲା । ଏକ ଡେଡ୍ ଲେଟର୍ ବକ୍ସ ମାଧ୍ୟମରେ ଯୋଗାଇ ଦିଆଯାଇଥିଲା ବନ୍ଧୁକ। ଡେଡ୍ ଲେଟର୍ ବକ୍ସ ଏପରି ଏକ ଗୁପ୍ତ ଠିକଣା, ଯେଉଁଠାରେ କୌଣସି ବ୍ୟକ୍ତି ପୂର୍ବରୁ ଅସ୍ତ୍ରଶସ୍ତ୍ର ରଖିଦିଏ। ପରେ ଅନ୍ୟ ଜଣେ ବ୍ୟକ୍ତି ସେଠାରୁ ତାକୁ ସଂଗ୍ରହ କରେ। ଏହି କାରବାର ସମୟରେ ଦୁଇଜଣଯାକ କେବେବି ଆମନା-ସାମନା ହୁଅନ୍ତି ନାହିଁ। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକଗୁଡ଼ିକୁ ପଞ୍ଜାବର ଅମୃତସର ସ୍ଥିତ ଏକ ଗୁପ୍ତ ସ୍ଥାନରେ ଡେଡ୍ ଲେଟର୍ ବକ୍ସ ପଦ୍ଧତିରେ ରଖାଯାଇଥିଲା। ସେଠାରୁ ବନ୍ଧୁକ ଯୋଗାଣକାରୀ ସିଣ୍ଡିକେଟ୍ ର ସଦସ୍ୟମାନେ ଅସ୍ତ୍ର ସଂଗ୍ରହ କରି ଆକ୍ରମଣକାରୀଙ୍କ ପାଖକୁ ପଠାଇଥିଲେ। ତେବେ ଏହି ଅସ୍ତ୍ର କିଏ ରଖିଥିଲା ? କିଏ ଏହାକୁ ସଂଗ୍ରହ କରିଥିଲା ? ଆଉ ଏହି ଅସ୍ତ୍ର ଯୋଗାଣ ସିଣ୍ଡିକେଟର ଚେର କେତେ ଦୂର ଲମ୍ବିଛି ? ଏବେ ଏହି ଦିଗଗୁଡ଼ିକୁ ନେଇ ଉଠିଛି ପ୍ରଶ୍ନ। ଏହି ବଡ଼ ସୁରାକ୍ ମିଳିବା ପରେ ଏବେ ଅମୃତସରରୁ ମୁମ୍ବାଇ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏହି ସିଣ୍ଡିକେଟ୍ ପଛରେ କେଉଁ ଗ୍ୟାଙ୍ଗ୍ ଷ୍ଟର କିମ୍ବା ଆନ୍ତର୍ଜାତୀୟ ଅପରାଧୀ ଗୋଷ୍ଠୀର ହାତ ରହିଛି, ତାହାର ଖୋଳତାଡ଼ ଜାରି ରଖିଛି ପୋଲିସ। ...
#TigerShroff#TigerShroffFiringCase#DeadDrop#ArmsSupplySyndicate#MumbaiCrime#Amritsar#CrimeInvestigation#GunSmuggling#PoliceInvestigation#CrimeNews#BollywoodNews#OdishaTV#OTV
A major revelation has emerged in the firing case involving Tiger Shroff, with investigators uncovering a possible link to a secretive arms supply syndicate. According to the investigation, the weapons were not handed directly to the shooters but were allegedly delivered through a “dead-drop box” system, in which arms are left at a secret location for another person to collect without the two meeting face-to-face. The weapons used in the firing were reportedly placed at a concealed location in Amritsar, Punjab, before members of the supply syndicate collected them and sent them to the attackers. Investigators are now probing who placed and collected the weapons, how far the network extends, and whether any gangsters or international criminal groups were involved. The investigation has been intensified from Amritsar to Mumbai as police pursue further leads.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।