Today Panchang 10th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୦ ଗୁରୁବାର । ଚନ୍ଦ୍ର – ସିଂହ ଅହୋରାତ୍ର । ତିଥି - ୧୪ଶୀ ଦିବା ୧୦.୩୩ ଗତେ ଅମାବାସ୍ୟା । ଘାତଚନ୍ଦ୍ର - କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ନାସ୍ତି ।
ଶୁଭ ସମୟ –
ପ୍ରାତଃ – ୦୫.୩୬ ରୁ ୦୭.୧୪
ଦିବା – ୧୦.୩୦ ରୁ ୧୨.୫୭
ରାତ୍ରି – ୦୨.୨୮ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୧୫ ରୁ ୦୨.୪୭
କାଳବେଳା - ଦିବା ୦୨.୪୭ ରୁ ୦୪.୧୮
ବାରବେଳା - ଦିବା ୦୪.୧୮ ରୁ ୦୫.୫୮
କାଳରାତ୍ରି – ରାତ୍ରି ୧୧.୪୩ ରୁ ୦୧.୧୧
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।