Today Panchang 11th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 11, 2026 - 07:51
Today Panchang 11th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ମଙ୍ଗଳବାର । ଚନ୍ଦ୍ର – କର୍କଟ ଅହୋରାତ୍ର । ତିଥି – ୧୪ଶୀ ରାତ୍ରି ୦୧.୫୩ ଗତେ ଅମାବାସ୍ୟା ।ଘାତଚନ୍ଦ୍ର – ନାସ୍ତି । ଘାତବାର – ମକର ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୦.୦୯ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୦୮.୪୦ ରୁ ୧୦.୩୫
ଦିବା – ୦୧.୦୮ ରୁ ୦୧.୨୭
ଦିବା – ୦୪.୩୮ ରୁ ୦୫.୨୩
ସନ୍ଧ୍ୟା – ୦୬.୧୪ ରୁ ୦୬.୫୯
ରାତ୍ରି – ୦୯.୧୪ ରୁ ୧୧.୨୯
ରାତ୍ରି – ୦୧.୪୪ ରୁ ୦୩.୧୪
ଅଶୁଭ ସମୟ-
ରାହୁକାଳ - ଦିବା ୦୩.୦୩ ରୁ ୦୪.୩୮
କାଳବେଳା - ଦିବା ୦୧.୨୭ ରୁ ୦୩.୦୩
ବାରବେଳା - ପ୍ରାତଃ ୦୭.୦୪ ରୁ ୦୮.୪୦
କାଳରାତ୍ରି – ରାତ୍ରି ୦୭.୩୮ ରୁ ୦୯.୦୩

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।