Today Panchang 11th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 11, 2026 - 08:46
Today Panchang 11th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଶୁକ୍ରବାର। ଚନ୍ଦ୍ର – ସିଂହ ସନ୍ଧ୍ୟା ୦୭.୦୮ ଗତେ କନ୍ୟା । ତିଥି - ଅମାବାସ୍ୟା ଦିବା ୦୮.୫୬ ଗତେ ପ୍ରତିପଦ । ଘାତଚନ୍ଦ୍ର - କର୍କଟ ଓ ମକର ରାଶିର, ସନ୍ଧ୍ୟା ୦୭.୦୮ ଗତେ ବୃଷ ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ – ଦିବା ୦୧.୧୭ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ।
ଶୁଭ ସମୟ –
ପ୍ରାତଃ – ୦୫.୩୬ ରୁ ୦୬.୨୫
ପ୍ରାତଃ - ୦୭.୧୪ ରୁ ୦୮.୪୦
ଦିବା – ୧୨.୦୭ ରୁ ୦୨.୩୪
ଦିବା - ୦୪.୧୧ ରୁ ୦୫.୪୯
ସନ୍ଧ୍ୟା - ୦୭.୨୪ ରୁ ୦୮.୪୬
ରାତ୍ରି – ୦୧.୪୧ ରୁ ୦୪.୦୨
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୧୧ ରୁ ୧୧.୪୩
କାଳବେଳା - ଦିବା ୧୦.୧୧ ରୁ ୧୧.୪୩
ବାରବେଳା - ଦିବା ୦୮.୪୦ ରୁ ୧୦.୧୧
କାଳରାତ୍ରି – ରାତ୍ରି ୦୮.୪୬ ରୁ ୧୦.୧୪

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।