Today Panchang 12th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 12, 2026 - 09:14
Today Panchang 12th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୨ ଶନିବାର। ଚନ୍ଦ୍ର – କନ୍ୟା ଅହୋରାତ୍ର। ତିଥି - ପ୍ରତିପଦ ପ୍ରାତଃ ୦୭.୪୬ ଗତେ ୨ୟା। ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର। ଘାତବାର – ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କରଦୋଷ - ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୪୬ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୫୬ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଶୁଭ ସମୟ –
ଦିବା – ୧୦.୧୧ ରୁ ୧୨.୫୬
ରାତ୍ରି - ୦୮.୧୦ ରୁ ୧୦.୩୨
ରାତ୍ରି – ୧୨.୦୬ ରୁ ୦୧.୪୧
ରାତ୍ରି - ୦୨.୨୮ ରୁ ୦୪.୦୨
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୩୯ ରୁ ୧୦.୧୧
କାଳବେଳା - ପ୍ରାତଃ ୦୫.୩୭ ରୁ ୦୭.୦୮ ଓ ଦିବା ୦୪.୧୭ ରୁ ୦୫.୪୮
ବାରବେଳା - ଦିବା ୦୧.୧୪ ରୁ ୦୨.୪୫
କାଳରାତ୍ରି – ସନ୍ଧ୍ୟା ୦୫.୪୮ ରୁ ୦୭.୧୭ ଓ ରାତ୍ରି ୦୪.୦୮ ରୁ ୦୫.୩୭

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।