Today Panchang 13th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 13, 2026 - 08:17
Today Panchang 13th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୩ ଗୁରୁବାର । ଚନ୍ଦ୍ର – କର୍କଟ ପ୍ରାତଃ ୦୬.୦୬ ଗତେ ସିଂହ । ତିଥି – ପ୍ରତିପଦ ରାତ୍ରି ୦୮.୪୧ ଗତେ ୨ୟା । ଘାତଚନ୍ଦ୍ର – ପ୍ରାତଃ ୦୬.୦୬ ଗତେ କର୍କଟ ଓ ମକର ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ରାତ୍ରି ୦୮.୪୧ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୨୯ ରୁ ୦୭.୧୧
ଦିବା – ୧୦.୩୫ ରୁ ୦୧.୦୭
ରାତ୍ରି – ୦୨.୨୯ ରୁ ୦୩.୧୪
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୬ ରୁ ୦୩.୦୨
କାଳବେଳା - ଦିବା ୦୩.୦୨ ରୁ ୦୪.୩୭
ବାରବେଳା - ଦିବା ୦୪.୩୭ ରୁ ୦୬.୧୩
କାଳରାତ୍ରି – ରାତ୍ରି ୧୧.୫୧ ରୁ ୦୧.୧୬

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।