Today Panchang 13th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୧୩ ରବିବାର। ଚନ୍ଦ୍ର – କନ୍ୟା ରାତ୍ରି ୦୧.୨୭ ଗତେ ତୁଳା। ତିଥି - ୨ୟା ପ୍ରାତଃ ୦୭.୦୮ ଗତେ ୩ୟା। ଘାତଚନ୍ଦ୍ର - ବୃଷ ରାଶିର ରାତ୍ରି ୦୧.୨୭ ପର୍ଯ୍ୟନ୍ତ। ଘାତବାର – ମେଷ ରାଶିର। ପୁଷ୍କରଦୋଷ - ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୦୮ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ –
ପ୍ରାତଃ - ୦୫.୩୭ ରୁ ୦୯.୪୦
ଦିବା – ୦୧.୧୩ ରୁ ୦୧.୪୪
ସନ୍ଧ୍ୟା - ୦୬.୩୫ ରୁ ୦୮.୫୭
ରାତ୍ରି – ୧୨.୦୬ ରୁ ୦୧.୧୧
ରାତ୍ରି - ୦୨.୪୦ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୧୬ ରୁ ୦୫.୪୭
କାଳବେଳା - ଦିବା ୧୧.୪୨ ରୁ ୦୧.୧୩
ବାରବେଳା - ଦିବା ୧୦.୧୧ ରୁ ୧୧.୪୨
କାଳରାତ୍ରି – ରାତ୍ରି ୦୧.୧୧ ରୁ ୦୨.୪୦
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।