Today Panchang 15th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 15, 2026 - 10:22
Today Panchang 15th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୧୫ ଶନିବାର। ଚନ୍ଦ୍ର – ସିଂହ ଦିବା ୦୯.୩୫ ଗତେ କନ୍ୟା। ତିଥି – ୩ୟା ସନ୍ଧ୍ୟା ୦୫.୨୯ ଗତେ ୪ର୍ଥୀ। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର,ଦିବା ୦୯.୩୫ ଗତେ ବୃଷ ରାଶିର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର
ପୁଷ୍କରଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୨୬ ଗତେ ୧ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ –

ଦିବା – ୧୦.୧୫ ରୁ ୦୧.୦୭
ରାତ୍ରି – ୦୮.୨୭ ରୁ ୧୦.୪୩
ରାତ୍ରି – ୧୨.୧୩ ରୁ ୦୧.୪୪
ରାତ୍ରି – ୦୨.୨୯ ରୁ ୦୪.୦୦

ଅଶୁଭ ସମୟ-

ରାହୁକାଳ - ଦିବା ୦୮.୪୦ ରୁ ୧୦.୧୫
କାଳବେଳା - ପ୍ରାତଃ ୦୫.୩୦ ରୁ ୦୭.୩୬ ଓ ଦିବା ୦୪.୩୬ ରୁ ୦୬.୧୧
ବାରବେଳା - ଦିବା ୦୧.୨୬ ରୁ ୦୩.୦୧
କାଳରାତ୍ରି – ସନ୍ଧ୍ୟା ୦୬.୧୧ ରୁ ୦୭.୩୬ ଓ ରାତ୍ରି ୦୪.୦୫ ରୁ ୦୫.୩୦

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।