Today Panchang 19th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୯ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର । ତିଥି – ୮ମୀ ଦିବା ୧୦.୫୨ ଗତେ ୯ମୀ । ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର । ଘାତବାର – ମିଥୁନ ଅହୋରାତ୍ର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୩.୩୮ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୪୬ ରୁ ୦୭.୧୨
ଦିବା – ୦୮.୫୦ ରୁ ୧୧.୦୮
ରାତ୍ରି – ୦୭.୪୬ ରୁ ୦୯.୫୮
ରାତ୍ରି – ୦୨.୨୬ ରୁ ୦୩.୧୬
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୧୨ ରୁ ୦୮.୩୮
କାଳବେଳା - ପ୍ରାତଃ ୦୭.୧୨ ରୁ ୦୮.୩୮
ବାରବେଳା - ଦିବା ୦୨.୨୪ ରୁ ୦୩.୫୦
କାଳରାତ୍ରି – ରାତ୍ରି ୦୯.୫୮ ରୁ ୧୧.୩୧
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।