Today Panchang 20th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୯ ବୁଧବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୩୦ ଗତେ ବିଛା । ତିଥି – ୭ମୀ ସନ୍ଧ୍ୟା ୦୭.୧୯ ଗତେ ୮ମୀ
ଘାତଚନ୍ଦ୍ର – ନାସ୍ତି । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ପ୍ରାତଃ ୦୬.୪୭ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୭.୧୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୧ ରୁ ୦୭.୧୨
ଦିବା – ୧୦.୧୫ ରୁ ୧୧.୨୫
ଦିବା – ୦୧.୫୬ ରୁ ୦୫.୧୮
ସନ୍ଧ୍ୟା – ୦୬.୫୪ ରୁ ୧୦.୪୨
ରାତ୍ରି – ୦୧.୪୪ ରୁ ୦୨.୪୧
ରାତ୍ରି – ୦୪.୦୬ ରୁ ୦୫.୩୧
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୫୦ ରୁ ୦୧.୨୪
କାଳବେଳା - ଦିବା ୦୮.୪୦ ରୁ ୧୦.୧୫
ବାରବେଳା - ଦିବା ୧୧.୫୦ ରୁ ୦୧.୨୪
କାଳରାତ୍ରି – ରାତ୍ରି ୦୨.୪୧ ରୁ ୦୪.୦୬
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।