Today Panchang 21th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 21, 2026 - 08:31
Today Panchang 21th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଶୁକ୍ରବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି – ୯ମୀ ରାତ୍ରି ୧୧.୩୬ ଗତେ ୧୦ମୀ। ଘାତଚନ୍ଦ୍ର – ନାସ୍ତି।ଘାତବାର – ବିଛା, ଧନୁ ଓ ମୀନ ରାଶିର। ପୁଷ୍କରଦୋଷ - ନାସ୍ତି।

ଶୁଭ ସମୟ –
ପ୍ରାତଃ – ୦୫.୩୨ ରୁ ୦୬.୨୨
ପ୍ରାତଃ – ୦୭.୧୨ ରୁ ୦୮.୪୦
ଦିବା – ୧୨.୧୪ ରୁ ୦୨.୪୫
ଦିବା – ୦୪.୨୬ ରୁ ୦୬.୦୭
ରାତ୍ରି – ୦୭.୩୮ ରୁ ୦୮.୫୮
ରାତ୍ରି – ୦୧.୪୪ ରୁ ୦୪.୦୧
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୧୫ ରୁ ୧୧.୪୯
କାଳବେଳା - ଦିବା ୧୦.୧୫ ରୁ ୧୧.୪୯
ବାରବେଳା - ଦିବା ୦୮.୪୦ ରୁ ୧୦.୧୫
କାଳରାତ୍ରି – ରାତ୍ରି ୦୮.୫୮ ରୁ ୧୦.୨୪

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।