Today Panchang 22th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 22, 2026 - 07:43
Today Panchang 22th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୨ ଗୁରୁବାର ।
ଚନ୍ଦ୍ର – କୁମ୍ଭ ଅହୋରାତ୍ର
ତିଥି – ୧୧ଶୀ ଦିବା ୦୨.୪୮ ଗତେ ୧୨ଶୀ
ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର
ଘାତବାର – ତୁଳା ଓ କୁମ୍ଭ ରାଶିର

ପୁଷ୍କରଦୋଷ – ଦିବା ୦୨.୪୮ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୮.୪୭ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ-
ପ୍ରାତଃ – ୦୫.୪୭ ରୁ ୦୭.୧୮
ସନ୍ଧ୍ୟା – ୦୬.୦୫ ରୁ ୦୯.୨୫
ରାତ୍ରି – ୦୧.୦୫ ରୁ ୦୩.୧୭
ରାତ୍ରି – ୦୪.୦୭ ରୁ ୦୫.୪୭

ଅଶୁଭ ସମୟ-
ରାହୁକାଳ - ଦିବା ୧୨.୫୭ ରୁ ୦୨.୨୨
କାଳବେଳା - ଦିବା ୦୨.୨୨ ରୁ ୦୩.୪୮
ବାରବେଳା - ଦିବା ୦୩.୪୮ ରୁ ୦୫.୧୪
କାଳରାତ୍ରି – ରାତ୍ରି ୧୧.୩୧ ରୁ ୦୧.୦୫

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।