Today Panchang 23rd October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 23, 2026 - 08:17
Today Panchang 23rd October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ ।

ଇଂରାଜୀରେ ତାରିଖ ୨୩ ଶୁକ୍ରବାର ।

ଚନ୍ଦ୍ର – କୁମ୍ଭ ଦିବା ୦୩.୦୨ ଗତେ ମୀନ ।

ତିଥି – ୧୨ଶୀ ଦିବା ୦୨.୩୬ ଗତେ ୧୩ଶୀ ।

ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର,ଦିବା ୦୩.୦୨ ଗତେ ଧନୁ ରାଶିର ।

ଘାତବାର – ବିଛା,ଧନୁ ଓ ମୀନ ରାଶିର ।

ପୁଷ୍କରଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୩୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୯.୦୧ ପର୍ଯ୍ୟନ୍ତ ।

ଶୁଭ ସମୟ- ପ୍ରାତଃ – ୦୫.୪୭ ରୁ ୦୬.୩୩ ପ୍ରାତଃ – ୦୭.୧୯ ରୁ ୦୮.୩୯ ଦିବା – ୧୧.୫୩ ରୁ ୦୨.୫୬ ଦିବା – ୦୩.୪୨ ରୁ ୦୫.୧୪ ସନ୍ଧ୍ୟା – ୦୬.୦୪ ରୁ ୦୮.୨୨ ରାତ୍ରି – ୧୧.୫୬ ରୁ ୦୧.୩୬ ରାତ୍ରି – ୦୨.୨୭ ରୁ ୦୪.୦୭ ଅଶୁଭ ସମୟ- ରାହୁକାଳ - ଦିବା ୧୦.୦୫ ରୁ ୧୧.୩୦ କାଳବେଳା - ଦିବା ୧୦.୦୫ ରୁ ୧୧.୩୦ ବାରବେଳା - ଦିବା ୦୮.୩୯ ରୁ ୧୦.୦୫ କାଳରାତ୍ରି – ରାତ୍ରି ୦୮.୨୨ ରୁ ୦୯.୫୬ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।