SBI Customer Data Leak: 3,897 Customers Affected; Independent Cybersecurity Probe Underway

Oct 22, 2026 - 23:09
SBI Customer Data Leak: 3,897 Customers Affected; Independent Cybersecurity Probe Underway

#SBIରେ_ଗ୍ରାହକଙ୍କ_ଡାଟା_ଲିକ୍
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଗ୍ରାହକଙ୍କ ଡାଟା ଲିକ୍ ଘଟଣାରେ ଚାଲିଛି ଖୋଳତାଡ । ତେବେ ପ୍ରଶ୍ନ ଉଠୁଛି, ଏତେ ବଡ ଘଟଣା ଘଟିଲା କେମିତି? ଏଥିପାଇଁ କିଏ ଦାୟୀ ? କାହା ଭୁଲ ଯୋଗୁଁ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେଲା? ବ୍ୟାଙ୍କ୍ ସର୍ଭରର ତ୍ରୁଟି ନା ଲୋନ୍ ପ୍ରକ୍ରିୟାକରଣ କରୁଥିବା ତୃତୀୟ ପକ୍ଷ ଏଜେଣ୍ଟଙ୍କ ମାଧ୍ୟମରେ ଏହା ହୋଇଛି? ସାଇବର ଫ୍ରଡ୍ ଇନଭେଷ୍ଟିଗେଟର ରାଜେଶ ଗୁପ୍ତାଙ୍କ କହିବା ଅନୁସାରେ, ଏହି ଘଟଣାର ଗଭୀର ତଦନ୍ତ ପାଇଁ ବ୍ୟାଙ୍କ ଏକ ସରକାରୀ ମାନ୍ୟତା ପ୍ରାପ୍ତ ସ୍ୱାଧୀନ ସାଇବର ସୁରକ୍ଷା ସଂସ୍ଥାକୁ ନିୟୋଜିତ କରିଛି। ତଦନ୍ତରୁ ଜଣାପଡ଼ିବ ଯେ ତଥ୍ୟ ଲିକ୍ ପାଇଁ ଦାୟୀ କିଏ? ତେବେ SBI ଗ୍ରାହକମାନଙ୍କୁ ଆଶ୍ୱାସନା ଦେଇଛି ଯେ, ବ୍ୟାଙ୍କର ମୁଖ୍ୟ ବ୍ୟାଙ୍କିଙ୍ଗ ପ୍ରଣାଳୀ ଏବଂ ଆର୍ଥିକ କାରବାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାଇବର ସୁରକ୍ଷା ଉଲ୍ଲଂଘନ ଘଟିଥିବା ସ୍ୱୀକାର କରିଛି, ଯେଉଁଥିରେ ପ୍ରାୟ ୩ ହଜାର ୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବ୍ ରେ ଲିକ୍ ହୋଇଛି।
#OTV#OdishaNews#SBI#SBICustomerData#DataLeak#CyberSecurity#DarkWeb#DataBreach#CyberCrime#BankingNews#DigitalSecurity#OdishaTV

The State Bank of India (SBI) is investigating a cybersecurity breach in which the personal data of around 3,897 customers was reportedly leaked on the dark web. Questions have been raised over whether the leak resulted from a bank server vulnerability or the involvement of third-party agents handling loan processing. According to cyber fraud investigator Rajesh Gupta, SBI has engaged a government-recognised independent cybersecurity agency to conduct an in-depth investigation and identify those responsible. The bank has assured customers that its core banking systems and financial transactions remain secure.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।