Today Panchang 23rd Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 23, 2026 - 08:14
Today Panchang 23rd Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୩ ବୁଧବାର । ଚନ୍ଦ୍ର – ମକର ରାତ୍ରି ୦୯.୫୫ ଗତେ କୁମ୍ଭ । ତିଥି – ୧୨ଶୀ ରାତ୍ରି ୧୦.୫୦ ଗତେ ୧୩ଶୀ । ଘାତଚନ୍ଦ୍ର – ସିଂହ ରାଶିର , ରାତ୍ରି ୦୯.୫୫ ଗତେ ମିଥୁନ ଓ ମୀନ ରାଶିର । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୦.୫୦ ପର୍ଯ୍ୟନ୍ତ ।
ଶୁଭ ସମୟ –
ପ୍ରାତଃ – ୦୫.୩୯ ରୁ ୦୮.୦୩
ଦିବା – ୧୦.୨୭ ରୁ ୧୧.୩୮
ଦିବା – ୦୧.୩୮ ରୁ ୦୪.୦୨
ସନ୍ଧ୍ୟା – ୦୬.୨୬ ରୁ ୦୭.୧୪
ରାତ୍ରି – ୦୮.୫୦ ରୁ ୦୨.୩୯
ରାତ୍ରି – ୦୪.୦୯ ରୁ ୦୫.୩୯
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୩୮ ରୁ ୦୧.୦୮
କାଳବେଳା - ଦିବା ୦୮.୩୯ ରୁ ୧୦.୦୯
ବାରବେଳା - ଦିବା ୧୧.୩୮ ରୁ ୦୧.୦୮
କାଳରାତ୍ରି – ରାତ୍ରି ୦୨.୩୯ ରୁ ୦୪.୦୯

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।