Today Panchang 24th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 24, 2026 - 08:18
Today Panchang 24th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୪ ସୋମବାର। ଚନ୍ଦ୍ର – ଧନୁ ରାତ୍ରି ୦୩.୦୫ ଗତେ ମକର । ତିଥି – ୧୨ଶୀ ଅହୋରାତ୍ର । ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୩.୦୫ ଗତେ ସିଂହ ରାଶିର । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୮.୨୭ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ - ୦୫.୩୨ ରୁ ୦୭.୦୬
ଦିବା – ୧୦.୩୩ ରୁ ୦୧.୦୪
ଦିବା - ୦୪.୩୧ ରୁ ୦୫.୧୪
ସନ୍ଧ୍ୟା - ୦୬.୫୦ ରୁ ୦୯.୦୮
ରାତ୍ରି – ୧୧.୪୯ ରୁ ୦୧.୨୯
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୦୬ ରୁ ୦୮.୪୦
କାଳବେଳା - ପ୍ରାତଃ ୦୭.୦୬ ରୁ ୦୮.୪୦ 
ବାରବେଳା - ଦିବା ୦୨.୫୭ ରୁ ୦୪.୩୧
କାଳରାତ୍ରି – ରାତ୍ରି ୧୦.୨୩ ରୁ ୧୧.୪୯

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।