Today Panchang 25th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୫ ଶୁକ୍ରବାର । ଚନ୍ଦ୍ର – କୁମ୍ଭ ନିଶାନ୍ତ ୦୫.୩୨ ଗତେ ମୀନ । ତିଥି – ୧୪ଶୀ ରାତ୍ରି ୧୧.୦୭ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର,ନିଶାନ୍ତ ୦୫.୩୨ ଗତେ ଧନୁ ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ – ଦିବା ୧୧.୨୧ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୯ ରୁ ୦୬.୨୭
ପ୍ରାତଃ – ୦୭.୧୫ ରୁ ୦୮.୩୮
ଦିବା – ୧୨.୦୨ ରୁ ୦୩.୧୩
ଦିବା – ୦୪.୦୧ ରୁ ୦୫.୩୬
ସନ୍ଧ୍ୟା – ୦୬.୨୫ ରୁ ୦୮.୩୭
ରାତ୍ରି – ୧୨.୦୨ ରୁ ୦୧.୩୮
ରାତ୍ରି – ୦୨.୨୭ ରୁ ୦୪.୦୩
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୦୮ ରୁ ୧୧.୩୮
କାଳବେଳା - ଦିବା ୧୦.୦୮ ରୁ ୧୧.୩୮
ବାରବେଳା - ଦିବା ୦୮.୩୮ ରୁ ୧୦.୦୮
କାଳରାତ୍ରି – ରାତ୍ରି ୦୮.୩୭ ରୁ ୧୦.୦୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।