Today Panchang 26th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୬ ଶନିବାର । ଚନ୍ଦ୍ର – ମୀନ ଅହୋରାତ୍ର । ତିଥି - ପୂର୍ଣ୍ଣିମା ରାତ୍ରି ୧୦.୧୮ ଗତେ ପ୍ରତିପଦ । ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୧.୩୧ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ପ୍ରାତଃ – ୦୭.୧୫ ରୁ ୦୮.୩୮
ଦିବା – ୧୨.୦୧ ରୁ ୦୧.୦୭
ଦିବା – ୦୨.୩୬ ରୁ ୦୩.୧୨
ଦିବା – ୦୪.୦୦ ରୁ ୦୪.୦୬
ରାତ୍ରି – ୦୨.୨୬ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୩୮ ରୁ ୧୦.୦୮
କାଳବେଳା - ପ୍ରାତଃ ୦୫.୩୯ ରୁ ୦୭.୦୯ ଓ ଦିବା ୦୪.୦୬ ରୁ ୦୫.୩୬
ବାରବେଳା - ଦିବା ୦୧.୦୭ ରୁ ୦୨.୩୬
କାଳରାତ୍ରି – ସନ୍ଧ୍ୟା ୦୫.୩୬ ରୁ ୦୭.୦୬ ଓ ରାତ୍ରି ୦୪.୦୯ ରୁ ୦୫.୪୦
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।