Today Panchang 27th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ ।
ଇଂରାଜୀରେ ତାରିଖ ୨୭ ମଙ୍ଗଳବାର ।
ଚନ୍ଦ୍ର – ମେଷ ରାତ୍ରି ୦୯.୦୬ ଗତେ ବୃଷ ।
ତିଥି – ପ୍ରତିପଦ ପ୍ରାତଃ ୦୭.୦୧ ଗତେ ୨ୟା ରାତ୍ରି ୦୪.୦୭ ଗତେ ୩ୟା ।
ଘାତଚନ୍ଦ୍ର - ମେଷ ରାଶିର, ରାତ୍ରି ୦୯.୦୬ ଗତେ ବିଛା ରାଶିର ।
ଘାତବାର – ମକର ରାଶିର, ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୭.୦୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୩୮ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୪.୦୭ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ- ପ୍ରାତଃ – ୦୫.୪୯ ରୁ ୦୬.୩୪ ଦିବା – ୦୮.୩୯ ରୁ ୧୧.୦୭ ସନ୍ଧ୍ୟା – ୦୫.୧୧ ରୁ ୦୬.୪୬ ରାତ୍ରି – ୦୮.୨୧ ରୁ ୦୮.୩୩ ରାତ୍ରି – ୦୯.୨୪ ରୁ ୧୧.୫୫ ରାତ୍ରି – ୦୧.୩୬ ରୁ ୦୩.୧୮ ରାତ୍ରି – ୦୪.୦୮ ରୁ ୦୫.୪୯ ଅଶୁଭ ସମୟ- ରାହୁକାଳ - ଦିବା ୦୨.୨୧ ରୁ ୦୩.୪୬ କାଳବେଳା - ଦିବା ୧୨.୫୫ ରୁ ୦୨.୨୧ ବାରବେଳା - ପ୍ରାତଃ ୦୭.୧୪ ରୁ ୦୮.୩୯ କାଳରାତ୍ରି – ସନ୍ଧ୍ୟା ୦୬.୪୬ ରୁ ୦୮.୨୧ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।