Today Panchang 31st October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ ।
ଇଂରାଜୀରେ ତାରିଖ ୩୧ ଶନିବାର ।
ଚନ୍ଦ୍ର – ମିଥୁନ ରାତ୍ରି ୧୨.୦୧ ଗତେ କର୍କଟ ।
ତିଥି - ୬ଷ୍ଠୀ ଦିବା ୦୪.୫୭ ଗତେ ୭ମୀ ।
ଘାତଚନ୍ଦ୍ର - କନ୍ୟା ରାଶିର ରାତ୍ରି ୧୨.୦୧ ପର୍ଯ୍ୟନ୍ତ ।
ଘାତବାର – ବୃଷ, ସିଂହ ଓ କନ୍ୟା ରାଶିର ।
ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୭.୧୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୪.୫୭ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୫.୩୯ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ- ପ୍ରାତଃ – ୦୭.୨୧ ରୁ ୦୮.୪୦ ଦିବା – ୧୧.୫୨ ରୁ ୧୨.୫୪ ଦିବା - ୦୨.୧୯ ରୁ ୦୨.୫୩ ଦିବା – ୦୩.୩୮ ରୁ ୦୩.୪୪ ରାତ୍ରି – ୦୨.୨୮ ରୁ ୦୩.୧୯ ଅଶୁଭ ସମୟ- ରାହୁକାଳ - ଦିବା ୧୦.୦୫ ରୁ ୧୧.୩୦ କାଳବେଳା - ପ୍ରାତଃ ୦୫.୫୦ ରୁ ୦୭.୧୫ ଓ ଦିବା ୦୩.୪୪ ରୁ ୦୫.୦୯ ବାରବେଳା - ଦିବା ୧୨.୫୪ ରୁ ୦୨.୧୯ କାଳରାତ୍ରି – ସନ୍ଧ୍ୟା ୦୫.୦୯ ରୁ ୦୬.୪୪ ଓ ରାତ୍ରି ୦୪.୧୬ ରୁ ୦୫.୫୧ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।