Today Panchang 3rd Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 03, 2026 - 08:06
Today Panchang 3rd Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୩ ଗୁରୁବାର । ଚନ୍ଦ୍ର – ମେଷ ପ୍ରାତଃ ୦୭.୨୫ ଗତେ ବୃଷ । ତିଥି – ୭ମୀ ରାତ୍ରି ୦୨.୨୫ ଗତେ ୮ମୀ । ଘାତଚନ୍ଦ୍ର – ମେଷ ରାଶିର,ପ୍ରାତଃ ୦୭.୨୫ ଗତେ ବିଛା ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୨୮ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୨.୨୫ ପର୍ଯ୍ୟନ୍ତ ।
ଶୁଭ ସମୟ –
ପ୍ରାତଃ – ୦୫.୩୫ ରୁ ୦୭.୧୪
ଦିବା – ୧୦.୩୧ ରୁ ୦୧.୦୦
ରାତ୍ରି – ୦୨.୨୯ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୧୮ ରୁ ୦୨.୫୧
କାଳବେଳା - ଦିବା ୦୨.୫୧ ରୁ ୦୪.୨୪
ବାରବେଳା - ଦିବା ୦୪.୨୪ ରୁ ୦୫.୫୬
କାଳରାତ୍ରି – ରାତ୍ରି ୧୧.୪୬ ରୁ ୦୧.୧୩

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।