Today Panchang 6th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Nov 06, 2026 - 08:06
Today Panchang 6th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ ।

ଇଂରାଜୀରେ ତାରିଖ ୦୬ ଶୁକ୍ରବାର ।

ଚନ୍ଦ୍ର – କନ୍ୟା ଅହୋରାତ୍ର ।

ତିଥି - ୧୨ଶୀ ଦିବା ୧୦.୩୦ ଗତେ ୧୩ଶୀ ।

ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର ।

ଘାତବାର – ବିଛା,ଧନୁ ଓ ମୀନ ରାଶିର ।

ପୁଷ୍କରଦୋଷ - ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୦.୩୦ ପର୍ଯ୍ୟନ୍ତ ।

ଶୁଭ ସମୟ- ପ୍ରାତଃ – ୦୫.୫୩ ରୁ ୦୬.୩୮ ପ୍ରାତଃ - ୦୭.୨୩ ରୁ ୦୮.୪୨ ଦିବା - ୧୧.୫୨ ରୁ ୦୨.୫୧ ଦିବା - ୦୩.୩୬ ରୁ ୦୫.୦୬ ସନ୍ଧ୍ୟା - ୦୫.୫୭ ରୁ ୦୮.୧୮ ରାତ୍ରି - ୧୧.୫୬ ରୁ ୦୧.୩୮ ରାତ୍ରି - ୦୨.୨୯ ରୁ ୦୪.୧୧ ଅଶୁଭ ସମୟ- ରାହୁକାଳ - ଦିବା ୧୦.୦୬ ରୁ ୧୧.୩୦ କାଳବେଳା - ଦିବା ୧୦.୦୬ ରୁ ୧୧.୩୦ ବାରବେଳା - ଦିବା ୦୮.୪୨ ରୁ ୧୦.୦୬ କାଳରାତ୍ରି – ରାତ୍ରି ୦୮.୧୮ ରୁ ୦୯.୫୪ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।