Today Panchang 6th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 06, 2026 - 08:41
Today Panchang 6th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୬ ରବିବାର । ଚନ୍ଦ୍ର - ମିଥୁନ ଅହୋରାତ୍ର । ତିଥି – ୧୦ମୀ ସନ୍ଧ୍ୟା ୦୭.୨୯ ଗତେ ୧୧ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୭.୫୨ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୫ ରୁ ୦୯.୪୧
ଦିବା – ୦୧.୧୭ ରୁ ୦୧.୪୮
ସନ୍ଧ୍ୟା – ୦୬.୪୦ ରୁ ୦୯.୦୧
ରାତ୍ରି – ୧୨.୦୮ ରୁ ୦୧.୧୨
ରାତ୍ରି – ୦୨.୪୦ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୨୧ ରୁ ୦୫.୫୪
କାଳବେଳା - ଦିବା ୧୧.୪୪ ରୁ ୦୧.୧୭
ବାରବେଳା - ଦିବା ୧୦.୧୨ ରୁ ୧୧.୪୪
କାଳରାତ୍ରି – ରାତ୍ରି ୦୧.୧୨ ରୁ ୦୨.୪୦

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।