Today Panchang 8th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ମଙ୍ଗଳବାର । ଚନ୍ଦ୍ର – କର୍ଳଟ ଅହୋରାତ୍ର । ତିଥି - ୧୨ଶୀ ଦିବା ୦୨.୪୩ ଗତେ ୧୩ଶୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ମକର ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୪୩ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ଦିବା – ୦୮.୪୦ ରୁ ୧୦.୩୦
ଦିବା – ୧୨.୫୭ ରୁ ୦୧.୧୬
ଦିବା – ୦୪.୨୦ ରୁ ୦୫.୦୩
ସନ୍ଧ୍ୟା – ୦୫.୫୨ ରୁ ୦୬.୩୯
ରାତ୍ରି – ୦୯.୦୦ ରୁ ୧୧.୨୦
ରାତ୍ରି – ୦୧.୪୧ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୪୮ ରୁ ୦୪.୨୦
କାଳବେଳା - ଦିବା ୦୧.୧୬ ରୁ ୦୨.୪୮
ବାରବେଳା - ପ୍ରାତଃ ୦୭.୦୮ ରୁ ୦୮.୪୦
କାଳରାତ୍ରି – ସନ୍ଧ୍ୟା ୦୭.୨୦ ରୁ ୦୮.୪୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।