Today Panchang 9th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 09, 2026 - 09:33
Today Panchang 9th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ଆଜିର ପଞ୍ଚାଙ୍ଗ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ବୁଧବାର ।
ଚନ୍ଦ୍ର – କର୍ଳଟ ଦିବା ୦୩.୧୪ ଗତେ ସିଂହ
ତିଥି - ୧୩ଶୀ ଦିବା ୧୨.୩୧ ଗତେ ୧୪ଶୀ
ଘାତଚନ୍ଦ୍ର – ଦିବା ୦୩.୧୪ ଗତେ କର୍କଟ ଓ ମକର ରାଶିର
ଘାତବାର – କର୍କଟ ରାଶିର
ପୁଷ୍କରଦୋଷ – ନାସ୍ତି

ଶୁଭ ସମୟ –

ପ୍ରାତଃ – ୦୫.୩୬ ରୁ ୦୭.୧୪
ଦିବା – ୧୦.୧୨ ରୁ ୧୧.୧୯
ଦିବା – ୦୧.୪୬ ରୁ ୦୫.୦୨
ସନ୍ଧ୍ୟା – ୦୬.୩୮ ରୁ ୧୦.୩୩
ରାତ୍ରି – ୦୧.୪୧ ରୁ ୦୨.୪୦
ରାତ୍ରି – ୦୪.୦୮ ରୁ ୦୫.୩୬

ଅଶୁଭ ସମୟ-

ରାହୁକାଳ - ଦିବା ୧୧.୪୩ ରୁ ୦୧.୧୫
କାଳବେଳା - ଦିବା ୦୮.୪୦ ରୁ ୧୦.୧୨
ବାରବେଳା - ଦିବା ୧୧.୪୩ ରୁ ୦୧.୧୫ 
କାଳରାତ୍ରି – ରାତ୍ରି ୦୨.୪୦ ରୁ ୦୪.୦୮

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।