Trainee ASI Jitendra Samantaray Found Dead: ଟ୍ରେନିଂରେ ଥିଲେ ASI ଜିତେନ୍ଦ୍ର, ରେଳ ଧାରଣାରୁ ମିଳିଲା ମୃତଦେହ

Oct 24, 2026 - 16:00
Trainee ASI Jitendra Samantaray Found Dead: ଟ୍ରେନିଂରେ ଥିଲେ ASI ଜିତେନ୍ଦ୍ର, ରେଳ ଧାରଣାରୁ ମିଳିଲା ମୃତଦେହ

କଟକରେ ରେଳ ଧାରଣାରୁ ଜଣେ ASIଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ASI ହେଉଛନ୍ତି ଜିତେନ୍ଦ୍ର ସାମନ୍ତରାୟ।

ସେ ଟ୍ରେନିଂରେ ଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment ସୂଚନା ଅନୁସାରେ, ଜିତେନ୍ଦ୍ର କଟକର ବିଡ଼ାନାସୀ ଚହଟା ଅଞ୍ଚଳରେ ରହୁଥିଲେ।

ତାଙ୍କ ଘର ବାଲୁଗାଁରେ ବୋଲି ଜଣାପଡ଼ିଛି।

ରେଳ ଧାରଣାରୁ ତାଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି।

ତେବେ ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ସ୍ପଷ୍ଟ ହୋଇନାହିଁ।

ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

Advertisment ରେଳ ଧାରଣାରେ ASIଙ୍କ ମୃତଦେହ କଟକରେ ରେଳ ଧାରଣାରୁ ASIଙ୍କ ମୃତଦେହ ଉଦ୍ଧାର ମୃତ ASI ଜିତେନ୍ଦ୍ର ସାମନ୍ତରାୟ, ଟ୍ରେନିଂରେ ଥିଲେ ବିଡ଼ାନାସୀ ଚହଟା ଅଞ୍ଚଳରେ ରହୁଥିଲେ ଜିତେନ୍ଦ୍ର ମୃତ ASI ଜିତେନ୍ଦ୍ର ସାମନ୍ତରାୟଙ୍କ ଘର ବାଲୁଗାଁ ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।