Trump Warns Iran: ‘Make A Deal Or Face Annihilation’ At UN

Sep 22, 2026 - 23:06
Trump Warns Iran: ‘Make A Deal Or Face Annihilation’ At UN

#ଡିଲ୍_କର_ନହେଲେ_ଧ୍ବଂସ_ହୋଇଯିବ’
ଡିଲ୍ କର ନହେଲେ ଧ୍ବଂସ ହୋଇଯିବ । ନର୍କକୁ ଯିବ ଇରାନ। ଜାତିସଂଘ ସାଧାରଣ ପରିଷଦକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରଖିଛନ୍ତି ଏଭଳି ଟିପ୍ପଣୀ। ଟ୍ରମ୍ପ କହିଛନ୍ତି, ମୋତେ ଏକ ବଡ଼ ନିଷ୍ପତ୍ତି ନେବାକୁ ହେବ। ଇରାନ ସହିତ ଏମିତି ଏକ ଚୁକ୍ତି ହେବ ଯାହା ସେମାନଙ୍କୁ ମଧ୍ୟପ୍ରାଚ୍ୟ କିମ୍ବା ସମଗ୍ର ବିଶ୍ବରେ ସବୁଠାରୁ ଶ୍ରେଷ୍ଠ ଦେଶ ଗଢ଼ିବାକୁ ସୁଯୋଗ ଦେବ। ନଚେତ୍ ମୁଁ ଇସଲାମିକ ରିପବ୍ଲିକ୍ ଇରାନକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେବି ଏବଂ ଏହା ଖୁବ୍ ଶୀଘ୍ର କରିବି। ଯାହାଫଳରେ ସେମାନଙ୍କୁ ଅନ୍ୟ ଲୋକ ଓ ଦେଶଗୁଡ଼ିକୁ ମାରିବା ଏବଂ ନଷ୍ଟ କରିବା ପାଇଁ ଆଉ କେବେ ସୁଯୋଗ ମିଳିବନି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ନଭେମ୍ବର ୩ ରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଆମେରିକା ଇରାନ ସହିତ ଏକ ଚୁକ୍ତି କରିବ। .. ସେହିପରି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଉପରେ ବି କଡା ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ। କହିଛନ୍ତି, AI ବିରୋଧରେ ଷଡଯନ୍ତ୍ର ଚାଲିଛି। ଖୁବଶୀଘ୍ର ଏଆଇ- ଏସଆଇ ହେବ। ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ସୁପର ଇଣ୍ଟିଲିଜେନ୍ସ ହେବ। ଭବିଷ୍ୟତରେ ଏଆଇ ଦ୍ବାରା ହିଁ ସବୁ ଅସମ୍ଭବ କାମ ସମ୍ଭବ ହେବ ବୋଲି କହିଛନ୍ତି ଟ୍ରମ୍ପ।
#DonaldTrump#Iran#UNGA2026#TrumpIran#UnitedNations#IranDeal#ArtificialIntelligence#SuperIntelligence#USPolitics#WorldNews#Geopolitics#OdishaTV#OTV

US President Donald Trump, addressing the United Nations General Assembly on September 22, warned that he faced a major decision over Iran, saying there could either be a deal that would allow the Islamic Republic to rebuild or he could “annihilate” it if no agreement is reached. Trump also said he believed the US could make a deal with Iran after the November 3 midterm elections. During the speech, Trump also spoke about artificial intelligence, saying the US would use the term “super intelligence” for AI in government documents and arguing that the technology could enable major advances in the future.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।