Two Mining Officials Detained: ଚଢ଼ାଉ ବେଳେ ଦୁଇ ଖଣି ଅଧିକାରୀଙ୍କୁ ଅଟକ ରଖିଲେ ବାଲି ମାଫିଆ!

Nov 02, 2026 - 17:09
Two Mining Officials Detained: ଚଢ଼ାଉ ବେଳେ ଦୁଇ ଖଣି ଅଧିକାରୀଙ୍କୁ ଅଟକ ରଖିଲେ ବାଲି ମାଫିଆ!

ଚଢାଉ ବେଳେ ୨ ଖଣି ଅଧିକାରୀଙ୍କୁ ଅଟକ ରଖିଲେ ବାଲି ମାଫିଆ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଓ ବାଲିଆପାଳର ୨ ଜୁନିଅର ଖଣି ଅଧିକାରୀ ଅଟକ ରଖିଛନ୍ତି ମାଫିଆ।

କମର୍ଦ୍ଦା କୁସୁଡ଼ା ଛକ ନିକଟରେ ଅଟକ ରଖିବା ପରେ ଉତ୍ତେଜନା ଦେଖାଦେଇଛି।

Advertisment ଜଳେଶ୍ୱର ଥାନା ଛୋଟଖାନପୁର ନିକଟରେ ଏକ ହାଇୱାରେ ବାଲି ଲୋଡ୍ ହେଉଥିବା ଖବର ପାଇ ମାଇନିଂ ବିଭାଗର ଅଧିକାରୀମାନେ ଯାଞ୍ଚ ପାଇଁ ପହଞ୍ଚିଥିଲେ।

ବାଲି ଚାଲାଣର କାଗଜପତ୍ର ଯାଞ୍ଚ କରିବା ସହ ହାଇୱା ଡମ୍ପରକୁ ଅଟକାଇବାକୁ ଉଦ୍ୟମ କରିଥିଲେ।

ଏତିକି ବେଳେ ମାଫିଆ ମାନେ ୨ ଅଧିକାରୀଙ୍କୁ ଅଟକ ରଖିଥିଲେ।

ଖବର ପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

୨ ଖଣି ଅଧିକାରୀଙ୍କୁ ଅଟକ ରଖିଲେ ମାଫିଆ ବାଲି ମାଫିଆଙ୍କ ଦ୍ବାରା ୨ ଖଣି ଅଧିକାରୀ ଅଟକ ଜଳେଶ୍ବର ଓ ବାଲିଆପାଳର ୨ ଜୁନିଅର ଖଣି ଅଧିକାରୀ ଅଟକ କମର୍ଦ୍ଦା କୁସୁଡ଼ା ଛକ ନିକଟରେ ଅଟକ ରଖିବା ପରେ ଉତ୍ତେଜନା ଛୋଟ ଖାନପୁର ନିକଟରେ ଚୋରା ବାଲି ଚାଲାଣ କରି ଫେରାର ମାରିଥିଲେ ପିଛା କରିବାରୁ ଉଭୟଙ୍କୁ ଅଟକ ରଖିଲେ, ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।