Two Siblings Die After Snakebite: ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ
ସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ଲାଠିକଟା ହାତୀଓଡ଼ା ଗାଁରେ ଘରେ ଶୋଇଥିବା ବେଳେ ସର୍ପାଘାତରେ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତ ଭାଇର ବୟସ ୭ ଓ ଭଉଣୀର ବୟସ ୧୦ ବର୍ଷ ବୋଲି ଜଣାପଡିଛି। ଘରେ ଶୋଇଥିବା ବେଳେ ବିଷଧର ସାପ କାମୁଡ଼ିଥିବା ସୂଚନା ମିଳିଛି।
RGH ମେଡିକାଲ୍ ରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଭାଇଭଉଣୀଙ୍କ ମୃତ୍ୟୁ ନେଇ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଲୋକେ ମର୍ମାହତ ହୋଇପଡ଼ିଛନ୍ତି।...
ସର୍ପାଘାତରେ ଭାଇଭଉଣୀ ମୃତ
ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ
ସୁନ୍ଦରଗଡ଼ ଲାଠିକଟା ହାତୀଓଡ଼ା ଗାଁରେ ଅଘଟଣ
ଘରେ ଶୋଇଥିବା ବେଳେ ସର୍ପାଘାତ
ମୃତ ଭାଇର ବୟସ ୭ ଓ ଭଉଣୀ ୧୦ ବର୍ଷୀୟା ସୂଚନା
RGH ମେଡିକାଲ୍ ରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।