Unidentified Body Recovered: ଗୋଳାବାରୁଦ କାରଖାନା ନିକଟରୁ ଅଚିହ୍ନା ମୃତଦେହ ଉଦ୍ଧାର

Oct 14, 2026 - 15:36
Unidentified Body Recovered: ଗୋଳାବାରୁଦ କାରଖାନା ନିକଟରୁ ଅଚିହ୍ନା ମୃତଦେହ ଉଦ୍ଧାର

"ସଇଁତଳା: ଗୋଳାବାରୁଦ କାରଖାନା ଟାଇପ ଟୁ ସରକାରୀ ବାସଭବନ ପଛପଟ ଅଞ୍ଚଳରୁ ଏକ ଅଚିହ୍ନା ବ୍ୟକ୍ତିର ମୃତଦେହ ପୁଲିସ ଉଦ୍ଧାର କରିଛି।

ମୃତଦେହ ସମ୍ପୂର୍ଣ୍ଣ ସଢ଼ି ଯାଇଥିବାରୁ ଗତ କିଛି ଦିନ ପୂର୍ବରୁ ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି।

ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଜଙ୍ଗଲଥିବାରୁ ଘଟଣାଟି ଲୋକଲୋଚନକୁ ଆସିପାରିନଥିଲା।Advertisment ବୃଦ୍ଧ ନିଖୋଜ ଥିବା ପୁଲିସରେ ଅଭିଯୋଗ ହୋଇଥିଲା  ଗତ ମାସ ୨୯ ତାରିଖରେ ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଂଞ୍ଚଳରୁ ଜଣେ ବୃଦ୍ଧ ନିଖୋଜ ଥିବା ପୁଲିସରେ ଅଭିଯୋଗ ହୋଇଥିଲା।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସାଙ୍ଗେ ତଦନ୍ତ ଜାରି ରଖିଛି।

Elephant Attack: ଚମ୍ପୁଆରେ ହାତୀ ଆକ୍ରମଣରେ ଦଶମ ଶ୍ରେଣୀ ଛାତ୍ର ମୃତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।