Weekly Horoscope 2026 October 18 to 24: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Oct 18, 2026 - 00:02
Weekly Horoscope 2026 October 18 to 24: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

"ମେଷ: ରବିବାର ଅଶାନ୍ତିର ନିବାରଣ ହେବ।

ସୋମ ଓ ମଙ୍ଗଳବାର ଚାକିରି ବ୍ୟବସାୟରେ ପ୍ରଗତି ହେବ।

ବୁଧ, ଗୁରୁ ଓ ଶୁକ୍ରବାର ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ।

ଶନିବାର ଖର୍ଚ୍ଚ ବଢ଼ିପାରେ।Advertisment ବୃଷ: ରବିବାର ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହନ୍ତୁ।

ସୋମ ଓ ମଙ୍ଗଳବାର ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳି ରହିବ।

ବୁଧ, ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଉନ୍ନତି ହେବ।

ଶନିବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ।

ମିଥୁନ: ରବିବାର ଇଚ୍ଛା ପୂରଣ ହେବ।

ସୋମ ଓ ମଙ୍ଗଳବାର ମାନିସକ ଅସ୍ଥିରତା ଲାଗି ରହିପାରେ।

ବୁଧ, ଗୁରୁ ଓ ଶୁକ୍ରବାର ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।

ଶନିବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ।

କର୍କଟ: ରବିବାର ଭାବିଥିବା କାମ ପୂରା ହେବ।

ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ।

ବୁଧ, ଗୁରୁ ଓ ଶୁକ୍ରବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହଯୋଗ ପାଇବେ।

ଶନିବାର ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ସିଂହ: ରବିବାର ପରିବାର ସହିତ ସମୟ ବିତାଇବେ।

ସୋମ ଓ ମଙ୍ଗଳବାର କ୍ୟାରିୟର ସମ୍ବନ୍ଧରେ ଭଲ ସୁଯୋଗ ପାଇବେ।

ବୁଧ, ଗୁରୁ ଓ ଶୁକ୍ରବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

ଶନିବାର ମାନସିକ ଅଶାନ୍ତି ବୃଦ୍ଧି ହେବ।

କନ୍ୟା: ରବିବାର ପାରିବାରିକ ସୁଖଯୋଗ ରହିଛି।

ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ବୁଧ, ଗୁରୁ ଓ ଶୁକ୍ରବାର ରାଜନୀତିରେ ଉଚ୍ଚ ପଦବି ମିଳିପାରେ।

ଶନିବାର ପ୍ରେମ ଜୀବନ ଭଲ ରହିବ।

ତୁଳା: ରବିବାର ମନ ଆଧ୍ୟାତ୍ମିକ ଦିଗକୁ ଢଳି ରହିବ।

ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗଦେବେ।

ବୁଧ, ଗୁରୁ ଓ ଶୁକ୍ରବାର ମନରେ ଥିବା ଯୋଜନା ସଫଳ ହେବ।

ଶନିବାର ଭ୍ରମଣ ସୁଖଦ ରହିବ।

ବିଛା: ରବିବାର ଧନପ୍ରାପ୍ତି ପାଇଁ ଉତ୍ସ ପାଇବେ।

ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଭଲଭାବେ କାମ କରିବେ।

ବୁଧ, ଗୁରୁ ଓ ଶୁକ୍ରବାର ଅଫିସ୍‌ରେ ନୂଆ କାମ ମିଳିପାରେ।

ଶନିବାର ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ଧନୁ: ରବିବାର ଭାଗ୍ୟରେ ବୃଦ୍ଧି ହେବ।

ସୋମ ଓ ମଙ୍ଗଳବାର ବ୍ୟବସାୟରେ ମନମୁତାବକ ଫଳ ପାଇବେ।

ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ଜୀବନ ସୁଖକର ହେବ।

ଶନିବାର ଜମି କିମ୍ବା ଗାଡ଼ି ବିକାକିଣା ହେବ।

ମକର: ରବିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସୋମ ଓ ମଙ୍ଗଳବାର ବେପାରରେ ଲାଭ ହେବ।

ବୁଧ, ଗୁରୁ ଓ ଶୁକ୍ରବାର ଅନାବଶ୍ୟକ ବିବାଦଠାରୁ ଦୂରରେ ରହନ୍ତୁ।

ଶନିବାର କିଛି ଭଲ ଲୋକଙ୍କ ସହିତ ସାକ୍ଷାତ ହେବ।

କୁମ୍ଭ: ରବିବାର ରାଜନୀତିରେ ସଫଳତା ପାଇବେ।

ସୋମ ଓ ମଙ୍ଗଳବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ।

ବୁଧ, ଗୁରୁ ଓ ଶୁକ୍ରବାର ଜୀବନରେ ଖୁସିର ଆଗମନ ହେବ।

ଶନିବାର ଆୟରେ ବୃଦ୍ଧି ହେବ।

ମୀନ: ରବିବାର ମାନପ୍ରତିଷ୍ଠା ବୃଦ୍ଧି ହେବ।

ସୋମ ଓ ମଙ୍ଗଳବାର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ।

ବୁଧ, ଗୁରୁ ଓ ଶୁକ୍ରବାର ଅଜଣା ବ୍ୟକ୍ତିଙ୍କୁ ବିଶ୍ବାସ କରନ୍ତୁନାହିଁ।

ଶନିବାର ଘରକୁ ବନ୍ଧୁ ଯା"ଆସ କରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।