"Who’s Richer: ସଚିନ ନା ଧୋନୀ ଧନୀ କିଏ ?
"ଜଣଙ୍କୁ କ୍ରିକେଟର ଭଗବାନ କୁହାଯାଏ।
ଆଉ ଜଣେ କ୍ରିକେଟ୍ ଦୁନିଆର ଦମଦାର ତାରକା।
ଦୁହେଁ ନିଜ ନିଜ ସମୟରେ କ୍ରିକେଟ୍ ଜଗତରେ ଅଜସ୍ର ସଫଳତା ଏବଂ ଲୋକପ୍ରିୟତା ହାସଲ କରିଛନ୍ତି ।
ନିଜ ପ୍ରତିଭା ଓ ଦକ୍ଷତା ବଳରେ କ୍ରିକେଟ୍ ଇତିହାସରେ ଛାଡ଼ିଯାଇଛନ୍ତି ଅଫେରା ଛାପ।
ଆମେ କହୁଛୁ କ୍ରିକେଟ୍ ଜଗତର ଦୁଇ ମହାନ ଖେଳାଳି ସଚିନ ତେନ୍ଦୁଲକର ଏବଂ ଏମ୍ଏସ୍ ଧୋନିଙ୍କ କଥା।
ଏହି ଦୁଇ ଦିଗ୍ଗଜ ଖେଳାଳି କ୍ରିକେଟ୍ରୁ ଅବସର ନେଇସାରିଛନ୍ତି।
ମଇଦାନରୁ ଦୂରେଇ ଯାଇଥିଲେ ବି ଦୁହିଁଙ୍କ ଆୟରେ ବିଶେଷ ପ୍ରଭାବ ପଡ଼ିନାହିଁ ।
ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ବ୍ୟବସାୟ ଓ ନିବେଶ ଜରିଆରେ ଆଜି ବି ସେମାନେ ଭଲ ଟଙ୍କା ରୋଜଗାର କରନ୍ତି।
ତେବେ ସଚିନ ତେନ୍ଦୁଲକର ନା ଏମ୍ଏସ୍ ଧୋନି କିଏ ଅଧିକ ଧନୀ?
କାହାର ରହିଛି ଅଧିକ ସମ୍ପତ୍ତି?
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।