Wife Killed: ପାରିବାରିକ କଳହର କରୁଣ ପରିଣତି: ପତ୍ନୀକୁ ପିଟିପିଟି ହତ୍ୟା ପରେ ବିଷ ପିଇଲା ସ୍ୱାମୀ

Oct 25, 2026 - 12:35
Wife Killed: ପାରିବାରିକ କଳହର କରୁଣ ପରିଣତି: ପତ୍ନୀକୁ ପିଟିପିଟି ହତ୍ୟା ପରେ ବିଷ ପିଇଲା ସ୍ୱାମୀ

ସୁକିନ୍ଦା: ପାରିବାରିକ କଳହ ର କରୁଣ ପରିଣତି।

ପତ୍ନୀକୁ ପିଟିପିଟି ହତ୍ୟା ପରେ ବିଷ ପିଇଲା ସ୍ୱାମୀ।

ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛି ସ୍ବାମୀ ।

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବଂଜା ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା।

Advertisment Odisha Vigilance: ୨.୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ: ୬ ମାସ ଧରି ଫେରାର ଥିବା ବନ ବିଭାଗ କର୍ମଚାରୀ ବାବୁଲୁ ସୁନା ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।