Youth Held Over AI Misuse: ଅଶ୍ଳୀଳ କଣ୍ଟେଣ୍ଟ ପୋଷ୍ଟ କରି ଯୁବକ ଗିରଫ, ଡିଜିଟାଲ ପ୍ରମାଣ ଜବତ

Jul 06, 2026 - 11:40
Youth Held Over AI Misuse: ଅଶ୍ଳୀଳ କଣ୍ଟେଣ୍ଟ ପୋଷ୍ଟ କରି ଯୁବକ ଗିରଫ, ଡିଜିଟାଲ ପ୍ରମାଣ ଜବତ

ଏଆଇର ଅପବ୍ୟବହାର କରି ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାର କରୁଥିବା ଅଭିଯୋଗରେ ଜଣେ ଯୁବକ ଗିରଫ। କମିଶନରେଟ ପୋଲିସର ସାଇବର କ୍ରାଇମ ଓ ଇକୋନୋମିକ୍ ଅଫେନ୍ସ ଥାନା ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜଗତପୁର ଅଞ୍ଚଳର ବିଶ୍ବଜିତ ସାହୁ। 

ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ କରି ମୁଖ୍ୟମନ୍ତ୍ରୀ ଓ ପିଏମଙ୍କ ଫଟୋ ଲଗାଇ ରିଲ୍ସ ଓ ପୋଷ୍ଟ କରୁଥିଲେ। ଏହାର ତଦନ୍ତ କରି ଅଭିଯୁକ୍ତଙ୍କ ଠାରୁ ମୋବାଇଲ ଓ ଡିଜିଟାଲ ପ୍ରମାଣ ଜବତ କରିଛି ପୋଲିସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।