Youth Rescued: ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Oct 16, 2026 - 10:26
Youth Rescued: ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

"ବୌଦ୍ଧ: ମହାନଦୀ ପୋଲରୁ ଡେଇଁଥିବା ଯୁବକ ଆଳତୀ ଘାଟ ନିକଟରୁ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର।

ଯୁବକଙ୍କ ଘର ପୁରୁଣାକଟକ ଅଞ୍ଚଳର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା।Advertisment ସକାଳ ୯ଟା ବେଳେ ମହାନଦୀକୁ ଡେଇଁଥିଲେ ଉଦ୍ଧାର ଯୁବକଙ୍କ ନାମ ଲିପୁନ ବେହେରା, ତାଙ୍କ ଘର ପୁରୁଣାକଟକର ପାବଲିପଡ଼ାରେ ବୋଲି ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ୯ଟା ବେଳେ  ଲିପୁନ କିଆକଟା ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ।

ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲା।

ବୌଦ୍ଧ ଚନ୍ଦ୍ରଚୁଡ଼ ମନ୍ଦିର ଆଳତୀ ଘାଟ ନିକଟରୁ ଯୁବକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା।

ଏବେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Jailer 2 movie review: "ଜେଲର୍ ୨": ଦର୍ଶକଙ୍କ ମନ ଜିଣିଛି ଦୁଇ ଦିଗ୍ଗଜ ରଜନୀକାନ୍ତ ଓ ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଭାବଶାଳୀ ଅଭିନୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।