ଇସ୍ପାତ ନଗରୀରେ ଆକର୍ଷଣୀୟ ପୂଜା, ତୋରଣ

Oct 19, 2026 - 01:05
ଇସ୍ପାତ ନଗରୀରେ ଆକର୍ଷଣୀୟ ପୂଜା, ତୋରଣ
Gallery

ଇସ୍ପାତ ନଗରୀରେ ଆକର୍ଷଣୀୟ ପୂଜା, ତୋରଣ

ଚଳିତ ବର୍ଷ ଇସ୍ପାତ ନଗରୀ ରାଉରକେଲାରେ ମା’ ଦୁର୍ଗାଙ୍କ ପୂଜାକୁ ଭବ୍ୟ ଏବଂ ଦିବ୍ୟ କରାଯାଇଛି। ସହରର ବିଭିନ୍ନ ପୂଜାକମିଟି ପକ୍ଷରୁ ଦର୍ଶକଙ୍କୁ ଆକର୍ଷଣ କରିବା ପାଇଁ ଉଦ୍ୟମ କରାଯାଇଛି। କିଛି ସ୍ଥାନରେ ବିଗ୍‌ ବଜେଟ୍‌ର ତୋରଣ ମନଲୋଭା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।