ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି




ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍ ପ୍ରତିଯୋଗିତା; ବିଜେତାଙ୍କୁ ପୁରସ୍କୃତ କରୁଛନ୍ତି ଅଲିମ୍ପିଆନ୍ କେ. ରବି କୁମାର
📲 Follow Dharitri – Odisha’s No.1 Odia Daily 📰✨
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।