କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗାପାଣି ଛକ (୪୯ ନମ୍ବର ଜାତୀୟ ରାଜପଥ) ନିକଟରେ ଘଟିଛି

Sep 11, 2026 - 19:58
କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗାପାଣି ଛକ (୪୯ ନମ୍ବର ଜାତୀୟ ରାଜପଥ) ନିକଟରେ ଘଟିଛି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗାପାଣି ଛକ (୪୯ ନମ୍ବର ଜାତୀୟ ରାଜପଥ) ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ବେଆଇନ ପାର୍କିଂ ହୋଇ ଠିଆ ହୋଇଥିବା ଏକ କଣ୍ଟେନରରେ ପଛରୁ ଲୁନା ପିଟି ହେବାରୁ ବାଂଶପାଳ ବ୍ଲକ ସାପକଣ୍ଟା ଗାଁର ମୁରଲୀଧର ଖମଣିଆଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସେ କେନ୍ଦୁଝର ସହରରେ ରହୁଥିବା ନିଜ ପରିବାର (ପୁଅ, ନାତି)ଙ୍କ ପାଇଁ ମକା ନେଇ ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।