ଖୁବଶୀଘ୍ର ଅଭ୍ୟାସକୁ ଫେରିବେ ନୀରଜ

Oct 31, 2026 - 14:16

ନୂଆଦିଲ୍ଲୀ : ଭାରତର ତାରକା ଜାଭେଲିନ ଫିଙ୍ଗାଳି ତଥା ଅଲିମ୍ପିକ୍‌ସ ପଦକ ବିଜେତା ନୀରଜ ଚୋପ୍ରା ଆହତ ସମସ୍ୟାରୁ ମୁୁକୁଳିଛନ୍ତି। ଦୀର୍ଘ ଦିନ ଧରି ଚିିକିତ୍ସିତ ହେବା ପରେ ଏବେ ସେ ସୁସ୍ଥ ହୋଇଛନ୍ତି। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ଅଭ୍ୟାସକୁ ଫେରିବେ ବୋଲି ନୀରଜ ସୂଚନା ଦେଇଛନ୍ତି। ଡାକ୍ତର ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ଖୁବଶୀଘ୍ର ଅଭ୍ୟାସକୁ ଓହ୍ଲାଇବେ। ନୀରଜ ଶେଷ ଥର ପାଇଁ ଗତ ଅଗଷ୍ଟରେ ଲାଓସା​‌େ​ନ ଡାଏମଣ୍ଡ ଲିଗରେ ଅଂଶଗ୍ରହଣ କରିଥିଲେ। ଏଥିରେ ସେ କରି ଦ୍ବିତୀୟ ସ୍ଥାନ ହାସଲ କରିଥିଲେ।

୧୨ ବର୍ଷପରେ.. ଆଜି ବୃହସ୍ପତି ଚଳନ; ପୁଣି ଶନିଙ୍କ ସହ ଖାସ୍ ସଂଯୋଗ, ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, କିଏ ହେବ ଧନୀ, କାହାର ଖୋଲିବ ଭାଗ୍ୟ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।