ଗାଜର ବିଟ୍ ଛିଲ୍ଲା
ସାମଗ୍ରୀ- ବେସନ, ଗାଜର, ବିଟ, ପିଆଜ, ରସୁଣ କଟା, ଧନିଆ ପତ୍ର, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଲୁଣ ।
ପ୍ରଣାଳୀ - ପ୍ରଥମେ ବେସନରେ କଟା ପିଆଜ,ରସୁଣ, ଗ୍ରେଟ ହୋଇଥିବା ଗାଜର ଓ ବିଟ୍କୁ, ଧନିଆପତ୍ର କଟା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଲୁଣ ଓ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ବର୍ତ୍ତମାନ ଛିଲ୍ଲା ଭଳି ଆକର ଦେଇ କରି ନିଅନ୍ତୁ । ଏହା ଖାଇବାକୁ ଖୁବ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।