ଗେରୁଆ ପତାକା ଦେଖି କାହିଁକି ରାଗିଲେ ଅମିତ ଶାହା? ଖୋଜିଲେ…
Aug 11, 2026 - 09:50
ପୁଡୁଚେରୀ,୧୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଡୁଚେରୀ ଗସ୍ତ ସମୟରେ ଏକ ‘ତିରଙ୍ଗା ଯାତ୍ରା’ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ପୁଡୁଚେରୀର ଗୃହମନ୍ତ୍ରୀ ତାଙ୍କୁ ତ୍ରିରଙ୍ଗା ପତାକା ବଦଳରେ ଏକ ଗେରୁଆ ପତାକା ପ୍ରଦାନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।