ଚୀନ୍, ରୁଷିଆ ପରେ ମସ୍କଙ୍କ ଟାର୍ଗେଟରେ ଭାରତ!

Oct 16, 2026 - 22:53
ଚୀନ୍, ରୁଷିଆ ପରେ ମସ୍କଙ୍କ ଟାର୍ଗେଟରେ ଭାରତ!

"ଭାରତରେ ଇଣ୍ଟରନେଟ୍ ସେବାକୁ ନେଇ ଆମେରିକୀୟ ବିଲେନିୟର ଏଲନ୍ ମସ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଢ଼ୁଛି କି ତିକ୍ତତା?

ଭାରତରେ ଷ୍ଟାରଲିଙ୍କ୍‌ର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନଥିବାକୁ ନେଇ ମସ୍କ ପ୍ରଶ୍ନ ଉଠାଇଛନ୍ତି।

ଏପରିକି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଇଙ୍ଗିତ କରି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ମସ୍କଙ୍କ ଏହି ପ୍ରଶ୍ନର ଜବାବ ମଧ୍ୟ ଭାରତ ସରକାର ଦେଇସାରିଛନ୍ତି।

ତେବେ ଭାରତରେ ଷ୍ଟାରଲିଙ୍କ୍‌ର ସେବା ଆରମ୍ଭ ନହେବା ଏକମାତ୍ର ଘଟଣା ନୁହେଁ।

ଚୀନ୍, ରୁଷିଆ ସମେତ ବିଭିନ୍ନ ଦେଶରେ ମଧ୍ୟ ଏପର୍ଯ୍ୟନ୍ତ ଷ୍ଟାରଲିଙ୍କ୍‌ର ସେବା ଉପଲବ୍ଧ ହୋଇନାହିଁ।

ତେବେ କାହିଁକି ଏହି ଦେଶଗୁଡ଼ିକରେ ଷ୍ଟାରଲିଙ୍କ୍‌କୁ ଅନୁମୋଦନ ମିଳିନାହିଁ?

ମସ୍କ କଣ ବ୍ୟକ୍ତିଗତ ରାଗ ପାଇଁ ଭାରତକୁ ନେଇ ପ୍ରଶ୍ନ ଉଠାଉଛନ୍ତି?

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।