ଡିପୋରୁ ନୂଆ ବସ୍ ଚୋରାଇ ନେଲେ ଚୋର !

Aug 13, 2026 - 16:57
ଡିପୋରୁ ନୂଆ ବସ୍ ଚୋରାଇ ନେଲେ ଚୋର !

"ଆଇନକୁ ଆଖି ଠାର ମାରିଲେ...ବସ୍ ଚୋରି କରିନେଲେ।

ମହାରାଷ୍ଟ୍ରର ଜଲଗାଓଁରେ ଘଟିଛି ଏଭଳି ଘଟଣା।

କିଛି ଦୁର୍ବୃତ୍ତ ଡିପୋରେ ରଖାଯାଇଥିବା ନୂଆ ବସ୍‌କୁ ଚୋରି କରିନେବାର ଯୋଜନା କରିଥିଲେ।

ରାତି ହେଲା ଆଉ ଚୋରିର ଯୋଜନା ବି ସଫଳ ହେଲା।

ଡିପୋରୁ ବସ୍ ଷ୍ଟାର୍ଟ କରି ‌ଖସି ପଳାଇଥିଲେ ଚୋର।

ହେଲେ ଆଗକୁ ଯାଇ ଯାହା ଘଟିଲା, ତାହା ‌ସେମାନେ କେବେ କଳ୍ପନା ବି କରିନଥିଲେ।

ଘଟଣାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିବା ପରେ  ଭାଇରାଲ ହେଉଥିବା ଦେଖାଯାଇଛି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।