ନନ୍ଦନ କାନନରେ କଣ୍ଢେଇ ସହ ଖେଳୁଛନ୍ତି ବଣମଣିଷ !

Sep 09, 2026 - 18:20
ନନ୍ଦନ କାନନରେ କଣ୍ଢେଇ ସହ ଖେଳୁଛନ୍ତି ବଣମଣିଷ  !

ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ବିରଳ ଜନ୍ତୁ ଓରାଙ୍ଗ ଓଟାନ ପହଞ୍ଚିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ। ଓରାଙ୍ଗ ଓଟାନ ଗୁଡିକ ନନ୍ଦନକାନନରେ ପ୍ରଥମେ କ୍ବାରେଣ୍ଟିନରେ ରଖାଯିବ ବୋଲି ସୂଚନା ମିଳିଛି । ତେବେ ଭୋଗରାଇ ଜଙ୍ଗଲରେ ହଠାତ କେଉଁଠୁ ଆସି ପହଞ୍ଚିଥିଲେ ବଣ ମଣିଷ ଭଳି ଦେଖାଯାଉଥିବା ଏହି ୫ଟି ବିରଳ ଓରାଙ୍ଗ ଓଟାନ୍, ସେନେଇ ସ୍ପଷ୍ଟ ହୋଇନାହିଁ।
#Orangutans#Nandankanan#OdishaNews#OrangutanRescue#NandankananZoo#RareAnimals#OTVShorts
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।