ପୁଣି ଇସ୍କନର ଅଦିନିଆ ରଥଯାତ୍ରା ; ଆମେରିକାର ବୋଷ୍ଟନ ସହରରେ ଅ-ତିଥିରେ ପୁଣି ରଥଯାତ୍ରା କରିଛି ଇସ୍କନ

Jun 28, 2026 - 16:15
ପୁଣି ଇସ୍କନର ଅଦିନିଆ ରଥଯାତ୍ରା ; ଆମେରିକାର ବୋଷ୍ଟନ ସହରରେ ଅ-ତିଥିରେ ପୁଣି ରଥଯାତ୍ରା କରିଛି ଇସ୍କନ

ନନ୍ଦିଘୋଷ ବ୍ୟୁରୋ : ପୁଣି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକାର ବୋଷ୍ଟନ ସହରରେ ଅ-ତିଥିରେ ପୁଣି ରଥଯାତ୍ରା କରିଛି ଇସ୍କନ। ଇସ୍କନ ବାରମ୍ବାର ଅଦିନରେ ରଥଯାତ୍ରା କରି ଚାଲିଥିବା ବେଳେ, ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିବାକୁ ଦାବି ହୋଇଛି। ଜଗନ୍ନାଥ ସଂସ୍କୃତି ଉପରେ ଇସ୍କନର ଏହି ଅପମାନ ଓ ଆକ୍ରମଣକୁ ବନ୍ଦ କରିବାକୁ ଦାବି ହୋଇଛି। ଏପରିକି ଇସ୍କନକୁ ବାରଣ ବ୍ୟାନ କରିବାକୁ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।