ପ୍ରସିଦ୍ଧ ଶକ୍ତିପୀଠ ମା’ ବୀରସିଂହିରେ ଶାରଦୀୟ ପୂଜା

Oct 17, 2026 - 18:15
ପ୍ରସିଦ୍ଧ ଶକ୍ତିପୀଠ ମା’ ବୀରସିଂହିରେ ଶାରଦୀୟ ପୂଜା

ଛତ୍ରପୁର,୧୭ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ବିରସିଂହିଠାରେ ୩ ଦିନ ବ୍ୟାପୀ ଶାରଦୀୟ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି। ପୂଜକ ପଣ୍ଡିତ ଶ୍ରୀ ନରସିଂହ ଦାଶ ଶର୍ମାଙ୍କ ଦ୍ୱାରା ପ୍ରତିଦିନ ହୋମ୍‌, ଚଣ୍ଡୀପାଠ ଓ ଷୋଡ଼ଶ ଉପଚାର କରାଯାଉଛି, ମନ୍ଦିରର କମିଟି ସଦସ୍ୟ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ମହେଶ୍ୱର ଚୌଧୁରୀ, ରବୀନ୍ଦ୍ର ଚନ୍ଦ୍ର ଦାଶ, ତୁଷାର କାନ୍ତ ପାଣିଗ୍ରାହୀ ସମେତ ସମସ୍ତ କମିଟି ସଦସ୍ୟ ଶ୍ରଦ୍ଧାଳୁ ଭକ୍ତି ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି, ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଭକ୍ତି ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।