ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

Sep 08, 2026 - 17:22
ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ ଏବଂ ପ୍ରତ୍ୟକ୍ଷ ଉଭୟ ଜୀବନ ଉପରେ ପ୍ରଭାବ ପକାନ୍ତି। ବୁଧଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ବିବେକ, ବୁଦ୍ଧି, ବାଣୀ, ବ୍ୟବସାୟ ଇତ୍ୟାଦି ଉପରେ ବ୍ୟାପକ ପ୍ରଭାବ ପଡ଼ିଥାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧୩ ସେପ୍ଟେମ୍ୱର, ୨୦୨୬ ପୂର୍ୱାହ୍ନ ୧୦ଟା ୪୭ ମିନିଟରେ ବୁଧ ହସ୍ତା ନକ୍ଷତ୍ରରେ ପ୍ରବେଶ (ଗୋଚର) କରିବେ। ଏହି ନକ୍ଷତ୍ରରେ ବୁଧଙ୍କ ଗୋଚର ଫଳରେ ବ୍ୟକ୍ତି ବାସ୍ତବବାଦୀ ନିଷ୍ପତ୍ତି ନେଇଥାଏ। ସୃଜନଶୀଳତା (କ୍ରିଏଟିଭିଟି) ଏବଂ ଦକ୍ଷତାରେ ବୃଦ୍ଧି ଘଟେ। କ୍ୟାରିୟର ଏବଂ ବ୍ୟବସାୟରେ ଆର୍ଥିକ ଉନ୍ନତି ଆରମ୍ଭ ହୁଏ। ବୁଧଙ୍କ ଏହି ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ, କିନ୍ତୁ ୩ଟି ରାଶି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଆସନ୍ତୁ ଜାଣିବା, ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ କେଉଁଗୁଡ଼ିକ, ଯେଉଁମାନଙ୍କର ବ୍ୟବସାୟ ଏବଂ ଚାକିରିରେ ଉନ୍ନତି ହେବ?


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।